କରୋନାରେ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କର ଦେହାନ୍ତ

ନୂଆଦିଲ୍ଲୀ: କରୋନାଭାଇରସ୍‌ଦ୍ବାରା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କର ଦେହାନ୍ତ ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, କୋଲ୍‌କାତାସ୍ଥିତ ମେଡିକା ହସ୍ପିଟାଲ୍‌ରେ ଅସୀମ ବାନାର୍ଜୀ କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ମେଡିକା ସୁପର୍‌ସ୍ପେସାଲିଟି ହସ୍ପିଟାଲ୍‌ର ଅଧ୍ୟକ୍ଷ ଡାକ୍ତର ଆଲୋକ ରାୟ କହିଛନ୍ତି, ଆଜି ଡାକ୍ତରଖାନାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇଙ୍କର ଦେହାନ୍ତ ହୋଇଯାଇଛି। କୋଭିଡ୍‌-୧୯ ପଜିଟିଭ୍‌ ଜଣାପଡ଼ିବା … Continue reading କରୋନାରେ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କର ଦେହାନ୍ତ